‘ହଲଦୀରାମସ୍ ନମକିନ୍’କୁ କିଣିବ ଟାଟା

ମୁମ୍ବାଇ: ଟାଟା ଗ୍ରୁପ୍‌ ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ୮.୨ ଲକ୍ଷ କୋଟି ଟଙ୍କାର ରିଲାଏନ୍‌ସ ରିଟେଲ ସହ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିପାରେ। କାରଣ ଏହା ଲୋକପ୍ରିୟ ଭାରତୀୟ ନମକିନ୍ ଖାଦ୍ୟ ନିର୍ମାତା ହଲଦୀରାମସ୍’ର ୫୧% ଅଂଶଧନ ଅଧିଗ୍ରହଣ କରିବାକୁ କଥାବାର୍ତ୍ତା ଆରମ୍ଭ କରିଛି। ଏକ ରିପୋର୍ଟ ଅନୁଯାୟୀ, ହଲଦୀରାମସ୍ କମ୍ପାନିର ମୂଲ୍ୟ ୮୩,୧୨୬ କୋଟି ଟଙ୍କା ରହିଛି। ଅର୍ଥାତ୍‌ ହଲଦୀରାମସକୁ ନିୟନ୍ତ୍ରଣ କରିବାକୁ ହେଲେ ଟାଟା ଗ୍ରୁପକୁ ୪୨,୩୯୪ କୋଟି … Continue reading ‘ହଲଦୀରାମସ୍ ନମକିନ୍’କୁ କିଣିବ ଟାଟା